Jump to content

ବର୍କ୍କର

ଉଇକିଅଭିଧାନ‌ରୁ

ବର୍କ୍କର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ବର୍କରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବୃକ ଧାତୁ=ଗ୍ରହଣ କରିବା+କର୍ମ. ଅର; ଯାହାକୁ ଛେଦନାର୍ଥେ ଗ୍ରହଣ କରାଯାଏ; ବହୁବ୍ରୀହ)

[ସମ୍ପାଦନା]
୧. ମେଷଶାବକ; ଛେଳିଛୁଆ; ବକରା —୧. A small goat or lamb.
୨. ଯୁବା ପଶୁ —୨. A young beast.
୩. କ୍ରୀଡ଼ା —୩. Game; sport; pastime.
୪. କୌତୁକ; ଆମୋଦପ୍ରମୋଦ — ୪. Amusement; mirth.
୫. ପରିହାସ — ୫. Jesting.
୬. ଛେଳି —୬. A goat. (Apte).