ବର୍ଗଭୀମା
ତାମ୍ରଲିପ୍ତ ରବା ଆଧୁନିକ ତମଲୁକରେ ପ୍ରତିଷ୍ଠାତା ଦେବୀ —Name of the image of a popular goddess in Tamaluk.
ବର୍ଗଭୀମା ଅଧିଷ୍ଠିତ ମହୀସ୍ୱର୍ଗୋପମା—ରାଧାନାଥ, ମହାଯାତ୍ରା