Jump to content

ବର୍ଗିବା

ଉଇକିଅଭିଧାନ‌ରୁ

ବର୍ଗିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବୃଜ୍ ଧାତୁ=ତ୍ୟାଗ କରିବା)

[ସମ୍ପାଦନା]

ପଠାଇବା —To send; to dipute.

ପୁଣି ସେନାନାୟକ ପାଞ୍ଚୋଟି ବର୍ଗିଲା ହନମନ୍ତ ବଳରେ ତାଙ୍କ କ୍ଷୟ ଗଲା—କୃଷ୍ଣସିଂହ. ମହାଭାରତ. ବନ