Jump to content

ବର୍ଗୋତ୍ତମ

ଉଇକିଅଭିଧାନ‌ରୁ

ବର୍ଗୋତ୍ତମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବର୍ଗ ମଧ୍ୟରେ ଶ୍ରେଷ୍ଠ —Chief among the clan; best in the lot.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଫଳିତ ଜ୍ୟୋତିଷ)—୧ ମେଷାଦି ଦ୍ୱାଦଶ ରାଶିର ନବାଂଶବିଶେଷ —୧. (astrology) The ୯th part of the signo of zodiac.

[ଦ୍ରଷ୍ଟବ୍ୟ —ଫଳିତ ଜ୍ୟୋତିଷ ମତରେ ଚର ରାଶି (ମେଷ, କର୍କଟ ତୁଳା, ମକର)ର ପ୍ରଥମ ଅଂଶ; ସ୍ଥିରରାଶି (ବୃଷ, ସିଂହ, ବିଛା, ଧନୁ)ର ପଞ୍ଚମ ଅଂଶ; ଓ ଦ୍ୱ୍ୟାତ୍ମିକ ରାଶି ମିଥୁନ, କନ୍ୟା, ଧନୁ ମୀନ)ର ନବମ ଅଂଶ ବର୍ଗୋତ୍ତମ ଅଟେ ଏହାର ଅତିରିକ୍ତ ସମସ୍ତ ରାଶିଙ୍କ ନବାଂଶକୁ ବର୍ଗୋତ୍ତମ ବୋଲାଯାଏ ବର୍ଗୋତ୍ତମରେ ଥିବା ଗ୍ରହମାନ ଶୂଭ ଅଟନ୍ତି—ହିନ୍ଦୀ - ଶ.]

୨. (ବ୍ୟାକରଣ) ବର୍ଗ୍ୟ ବର୍ଣ୍ଣମାନଙ୍କର ଶେଷରେ ଥିବା ଅକ୍ଷର; ଅନୁନାସିକ ବର୍ଣ୍ଣ; ବର୍ଗାନ୍ତ୍ୟ ବର୍ଣ୍ଣ —୨. (grammar) A nasal consonant; the last letter or each of the five classes of consonants (Apte).