Jump to content

ବର୍ଚ୍ଚସ୍ୱୀ

ଉଇକିଅଭିଧାନ‌ରୁ

ବର୍ଚ୍ଚସ୍ୱୀ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Barchhaswī
  • ଆଇ.ପି.ଏ. — bˈɔ ɾˈɔ hˈʌlˈʌntɔ tʃˈɔ hˈʌlˈʌntɔ tʃˈɔ dˌonteʃʃˈɔ hˈʌlˈʌntɔ lˈetəbˈiːʃˈatoˈekˈo dˈiːɾɡʰikˌaɾ

(ବର୍ଚ୍ଚାସ୍ୱାନ୍—ଅନ୍ୟରୂପ)

ବର୍ଚ୍ଚସ୍ୱିନୀ,ବର୍ଚ୍ଚସ୍ୱତୀଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁଂ. (ବର୍ଚ୍ଚସ୍+ଅଛି ଅର୍ଥରେ ବିନ୍; ବର୍ଚ୍ଚସ୍ୱିନ୍ ଶବ୍ଦ ୧ମା. ୧ବ.)

[ସମ୍ପାଦନା]
୧. ତେଜସ୍ୱୀ —୧. Glorious; Splendid.
୨. ଉଜ୍ଜ୍ୱଳ; ଦୀପ୍ତିଶାଳୀ — ୨. Rediant; dazzling; shining.
୩. ଓଜସ୍ୱୀ —୩. Powerful.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୂର୍ଯ୍ୟ —୧. The Sun.
୨. ଚନ୍ଦ୍ର —୨. The moon.