Jump to content

ବର୍ଜିତ

ଉଇକିଅଭିଧାନ‌ରୁ

ବର୍ଜିତ

ଉଚ୍ଚାରଣ

[ସମ୍ପାଦନା]

(ବର୍ଜ୍ଜିତ—ଅନ୍ୟରୂପ)

(ବର୍ଜ୍ଜିତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବୃଜ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପରିତ୍ୟକ୍ତ —୧. Abandoned; shunned; relinquished.

ଅଧ୍ୟାୟମାନଙ୍କର ହୋଇବ ବର୍ଜିତ କୃଷ୍ଣସିଂହ, ମହାଭାରତ. ଆଦି

୨. ନିରାକୃତ —୨. Removed.
୩. ରହିତ —୩. Set aside; deprived of.
୪. ହତ —୪. Killed.