ବର୍ଜିବା
ତ୍ୟାଗ କରିବା — To abandon;to shun; to give up.
ଭୀମଙ୍କଠାରେ ଅପରାଧ ଯେ ଅର୍ଜଇ ଜାଣି କରି ଏକା ପ୍ରାଣକୁ ବର୍ଜଇ କୃଷ୍ଣସିଂହ, ମହାଭାରତ. ବନ