ବର୍ଣ୍ଣନା
ଦେଖଣା
ବର୍ଣ୍ଣନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବର୍ଣ୍ଣ+ଭାବ. ଅନ)
[ସମ୍ପାଦନା]- ୧. ବାକ୍ୟ ବିସ୍ତାର କରଣ; ବିସ୍ତାରିତ ରୂପେ କଥନ; କୈଣସି ବିଷୟର ବିସ୍ତାରିତ ବିବରଣ —୧. Describing; description.
- ୨. ଗୁଣ କଥନ; ପ୍ରଶଂସା କରଣ; ସ୍ତୁତିପାଠ —୨. Praising; eulogy.
- ୩. ଅନ୍ୟର ଚ଼ିତ୍ତ ବିନୋଦନ —୪. Act of pleasing another.
- ୪. ର଼ଞ୍ଜନ; ଚିତ୍ରଣ —୪. Painting; dying.
- ୫. ଲେଖିବା —୫. Writing.
- ୬. ବ୍ୟାଖ୍ୟାନ —୬. Explaining; explanation.
ବର୍ଣ୍ଣନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବର୍ଣ୍ଣନ+ଆ)
[ସମ୍ପାଦନା]ବର୍ଣ୍ଣନା (ଦେଖ) - Barṇṇana (see)