Jump to content

ବର୍ଣ୍ଣନାଶ

ଉଇକିଅଭିଧାନ‌ରୁ

ବର୍ଣ୍ଣନାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) (ନିରୁକ୍ତ ବା ବୈଦିକ ବ୍ୟାକରଣ)

[ସମ୍ପାଦନା]

ପ୍ରକୃତିପ୍ରତ୍ୟୟଦ୍ୱାରା ନିଷ୍ପନ୍ନ ପଦ ମଧ୍ୟସ୍ଥ କୈଣସି ବର୍ଣ୍ଣର ଲୋପ —The dropping out of a letter from a word formed under grammatical rules.

(ଯଥା—ପୃଷତୋଦର ଓ ପୃଷତୋଦ୍ୟାନ ପଦର 'ତ'ର ନାଶ ହୋଇ ପୃଷୋଦର ଓ ପୃଷୋଦ୍ୟାନ ପଦର ବ୍ୟବହାର ହୁଏ]