ବର୍ଣ୍ଣବିକାର
ଶବ୍ଦ ବା ପଦର କୈଣସି ବର୍ଣ୍ଣର ଅନ୍ୟ ବର୍ଣ୍ଣରେ ପରିବର୍ତ୍ତନ —(philology) The change of one letter to another in a word.
[ ଦ୍ର— ହରିଦ୍ରା ଶବ୍ଦର ବର୍ଣ୍ଣବିକାର ଘଟି ହଳଦି ଶବ୍ଦରେ ପରିଣତ ହେଲା ]