Jump to content

ବର୍ଣ୍ଣାଟ

ଉଇକିଅଭିଧାନ‌ରୁ

ବର୍ଣ୍ଣାଟ

ଉଚ୍ଚାରଣ

[ସମ୍ପାଦନା]
(ବର୍ଣ୍ଣାଟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ବର୍ଣ୍ଣ+ଅଟ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଗାୟକ — ୧. Singer.
୨. ଚିତ୍ରକର —୨. Painter.
୩. ନଟ —୩. Dancer; actor.