ବର୍ଣ୍ଣାଧିପ
ଦେଖଣା
ବର୍ଣ୍ଣାଧିପ
ଉଚ୍ଚାରଣ
[ସମ୍ପାଦନା](ବର୍ଣ୍ଣାଧିପତି—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବର୍ଣ୍ଣ+ଅଧିପ)
[ସମ୍ପାଦନା](ଫଳିତ ଜ୍ୟୋତିଷ) ବ୍ରାହ୍ମଣ କ୍ଷତ୍ରିୟାଦି ବର୍ଣ୍ଣମାନଙ୍କ ଅଧିପତି ବା ରକ୍ଷକ ଗ୍ରହ —(astrology) The planets said to be the protectors of particular castes.
[ ଦ୍ର— ବ୍ରାହ୍ମଣମାନଙ୍କ ଅଧିପତି ବୃହସ୍ପତି ଓ ଶୁକ୍ର, କ୍ଷତ୍ରିୟଙ୍କର ମଙ୍ଗଳ ଓ ରବି, ବୈଶ୍ୟଙ୍କର ଚନ୍ଦ୍ର, ଶୂନ୍ଦ୍ରଙ୍କର ବୁଧ ଓ ଅନ୍ତ୍ୟଜ— ମାନଙ୍କର ଅଧିପତି ଶନି ଅଟନ୍ତି]