ବର୍ଣ୍ଣାଶମ୍ର
ଦେଖଣା
ବର୍ଣ୍ଣାଶମ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବର୍ଣ୍ଣ+ଆଶ୍ରମ)
[ସମ୍ପାଦନା]ହିନ୍ଦୁଧର୍ମର ଦ୍ୱିଜାତି (ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ) ମାନଙ୍କ ଜୀବନରେ ବାଲ୍ୟକାଳରୁ ଅନୂସୃତ ଭିନ୍ନ ଭିନ୍ନ ଚାରୋଟି ଆଶ୍ରମ (ଯଥା—ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ଭିକ୍ଷୁ ବା ଯତି) —The four stages of the life enjoined in the Ṡāstras to be followed by a twice-born amongst the Hindus.
[ ଦ୍ର— ଆଶ୍ରମ ତଳେ ନୋଟ ଦେଖ ]