Jump to content

ବର୍ଣ୍ଣାଶ୍ରମ ଧର୍ମ

ଉଇକିଅଭିଧାନ‌ରୁ

ବର୍ଣ୍ଣାଶ୍ରମ ଧର୍ମ

ଉଚ୍ଚାରଣ

[ସମ୍ପାଦନା]

(ବର୍ଣ୍ଣଧର୍ମ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶାସ୍ତ୍ରରେ ନିର୍ଦ୍ଦିଷ୍ଟ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଙ୍କ ଆଚରଣୀୟ ନା କର୍ତ୍ତବ୍ୟ ପୃଥକ୍ କର୍ମମାନ —The different duties enjoined by the Ṡāstras to be performed by the ୪ castes amongst the Hindus.

[ ଦ୍ର— ବର୍ଣ୍ଣ ୧ ତଳେ ନୋଟ୍ ଦେଖ ]