Jump to content

ବର୍ଣ୍ଣା଼ଞ୍ଜନ

ଉଇକିଅଭିଧାନ‌ରୁ

ବର୍ଣ୍ଣା଼ଞ୍ଜନ

ଉଚ୍ଚାରଣ

[ସମ୍ପାଦନା]
(ବର୍ଣ୍ଣାଞ୍ଜନା—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ବହୁବ୍ରୀହୀ; ବର୍ଣ୍ଣ+ଅଞ୍ଜନ; ବର୍ଣ୍ଣ ଅଟେ ଅଞ୍ଜନ ପରି ଯାହାର)

[ସମ୍ପାଦନା]

ଶ୍ୟାମଳବର୍ଣ୍ଣବିଶିଷ୍ଟ — Of dark colour.

ବ଼ର୍ଣ୍ଣାଞ୍ଜନ ହେଲେ ସୁବର୍ଣ୍ଣ ପିତୁଳା ଭଞ୍ଜ. ବୈଦେହୀଶବିଳାସ