ବର୍ଣ୍ଣିକା
ଦେଖଣା
ବର୍ଣ୍ଣିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବର୍ଣ୍ଣକ+ଆ)
[ସମ୍ପାଦନା]- ୧. ବର୍ଣ୍ଣିକର ସ୍ତ୍ରୀଲିଙ୍ଗ — ୧. Feminine of Barṇṇika.
- ୨. କଠିନୀ; ଖଡ଼ୀ —୨. Chalk.
- ୩. ନର୍ତ୍ତକର ପୋଷକ — ୩. The dress or mask of an actor.
- ୪. କାଳୀ —୪. Ink.
- ୫. କଲମ — ୫. Pen, pencil.
- ୬. ଚନ୍ଦ୍ରମା (ହିନ୍ଦୀ - ଶ.) —୬. Moon.
- ୭. ବିଲେପନ (ହିନ୍ଦୀ - ଶ.) —୭. Besmearing.