ବର୍ଣ୍ଣିତ

ଉଇକିଅଭିଧାନ ରୁ
Jump to navigation Jump to search

ବର୍ଣ୍ଣିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(ବର୍ଣ୍ଣିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବର୍ଣ୍ଣ ଧାତୁ+କର୍ମ. ତ)[ସମ୍ପାଦନା]

୧. ଯାହା ବର୍ଣ୍ଣନା କରାଯାଇଥାଏ —୧. Described.
୨. ବିବୃତ; କଥିତ —୨. Spoken; narrated.
୩. ବ୍ୟାଖ୍ୟାତ —୩. Explained.
୪. ପ୍ରଶଂସିତ — ୪. Praised; extolled.
୫. ରଞ୍ଜିତ —୫. Painted.
୬. ଲିଖିତ —୬. Written.