ବର୍ଣ୍ଣ୍ୟ
ଦେଖଣା
ବର୍ଣ୍ଣ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବର୍ଣ୍ଣ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ଯାହା ବର୍ଣ୍ଣନ କରାଯିବ —୮. To be described.
- ୨. ବର୍ଣ୍ଣ— ନୀୟ; ବର୍ଣ୍ଣନଯୋଗ୍ୟ —୨. Describable.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କୁଙ୍କୁମ; ଜାଫ୍ରାନ କେଶର (ହିନ୍ଦୀ - ଶ.) — ୧. Saffron.
- ୨. ବନତୁଳସୀ (ହିନ୍ଦୀ - ଶ.) — ୨. Wild basil.
- ୩. ଉପମେୟ (ହିନ୍ଦୀ - ଶ.) —୩ A thing which is compared with a standard of comparision.
- ୪. ଭରଦ୍ୱାଜ ପକ୍ଷୀ (ଜ୍ଞାନେନ୍ଦ୍ର) — ୪. Cocamantis Marulinus (bird).