ବର୍ଣ୍ଣ ଜ୍ୟେଷ୍ଠ
ଦେଖଣା
ବର୍ଣ୍ଣ ଜ୍ୟେଷ୍ଠ
ଉଚ୍ଚାରଣ
[ସମ୍ପାଦନା](ବର୍ଣ୍ଣଜ୍ୟେଷ୍ଠା—ସ୍ତ୍ରୀ)
(ବର୍ଣ୍ଣଶ୍ରେଷ୍ଠ—ଅନ୍ୟରୂପ)
(ବର୍ଣ୍ଣଶ୍ରେଷ୍ଠା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୂଂ. (୭ମୀ ତତ୍)
[ସମ୍ପାଦନା]- ୧. ବର୍ଣ୍ଣ ବା ଜାତିରେ ଉକ୍ରୃଷ୍ଟ —୧. Of superior caste.
- ୨. ସବୁଜାତି ଅପେକ୍ଷା ଶ୍ରେଷ୍ଠ —୨. Superior to all other castes.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମଣ —Brāhmaṇa.