Jump to content

ବର୍ଣ୍ଣ ବିପର୍ଯ୍ୟୟ

ଉଇକିଅଭିଧାନ‌ରୁ

ବର୍ଣ୍ଣ ବିପର୍ଯ୍ୟୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

(ଭଷାତତ୍ୱ) ଶବ୍ଦରେ ଥିବା ବର୍ଣ୍ଣମାନଙ୍କର ହେର୍ଫେର — (philology) The inversion or exchange of letters in a word.

[ ଦ୍ର— ହିନସ୍ ଧାତୁ+ଅ ପ୍ରତ୍ୟୟ ନିଷ୍ପନ୍ନ ହିଂସ ଶବ୍ଦର ବର୍ଣ୍ଣ ବିପର୍ଯ୍ୟୟ ଘଟି ସିଂହ ଶବ୍ଦର ଉତ୍ପତ୍ତି]