Jump to content

ବର୍ଣ୍ଣ ଯୋଜନ

ଉଇକିଅଭିଧାନ‌ରୁ

ବର୍ଣ୍ଣ ଯୋଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. (ଛାପାଖାନା) ଅକ୍ଷର ଟାଇପ୍ ଯୋଡ଼ିବା —୧. (printing) Composition of the type of letters.
୨. କୈଣସି ଶବ୍ଦରେ ଥିବା ମୌଳିକ ଅକ୍ଷର ମାନଙ୍କର ବିଶ୍ଳେଷଣ କରି ସେମାନଙ୍କୁ ଏକତ୍ର ଯୋଡ଼ିବା —୨. The conglomeration of original letter of a word after they are disjointed.