Jump to content

ବର୍ଣ୍ (ଧାତୁ)

ଉଇକିଅଭିଧାନ‌ରୁ

ବର୍ଣ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ବାକ୍ୟରେ ବିସ୍ତାର କରିବା; ବର୍ଣ୍ଣନା କରିବା — ୧. To describe.
୨. ସ୍ତବ କରିବା — ୨. To pray.
୩. ନିଯୋଗ କରିବା —୩. To appoint; to depute; to commission.
୪. ଚିତ୍ରକରିବା —୪. To point; to colour.
୫. ବିଲୋପନ କରିବା —୫. To anoint.