ବର୍ତ୍ତକ
ଦେଖଣା
ବର୍ତ୍ତକ
ଉଚ୍ଚାରଣ
[ସମ୍ପାଦନା](ବର୍ତ୍ତିକା—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. (ବୃତ ଧାତୁ=ବିଦ୍ୟମାନ ଥିବା+କର୍ତ୍ତୃ. ଅକ)
[ସମ୍ପାଦନା]ବିଦ୍ୟମାନ — Existing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବତର ପକ୍ଷୀ — ୧. The grey quail.
[ ଦ୍ର—ବୈଦ୍ୟକ ମତରେ ଏହାର ମାଂସ ଅଗ୍ନି— କାରକ, ଶୀତବୀର୍ଯ୍ୟ, ରୁଚିକର, ଶୁକ୍ରବର୍ଦ୍ଧକ, ବଳକର ଓ ଜ୍ୱର ଏବଂ ସ୍ତ୍ରୀଦୋଷନାଶକ—ଦ୍ରବ୍ୟଗୁଣ ]
- ୨. ଏକପ୍ରକାର ମିଶ୍ର ଲୌହ; ବର୍ତ୍ତ ଲୌହ —୨. A kind of mixed iron.
- ୩. ଅଶ୍ୱର ଖୁରା —୩. The hoff of a horse.
- ୪. ବଟୁଆ (ହିନ୍ଦୀ - ଶ.) —୪. A cloth bag or wallet.