ବର୍ତ୍ତୂଆ
ଦେଖଣା
ବର୍ତ୍ତୂଆ
ଉଚ୍ଚାରଣ
[ସମ୍ପାଦନା][ ବର୍ତୁ(ର୍ତି)ଆ—ଅନ୍ୟରୂପ ]
(ଆବର୍ତ୍ତୁଆ—ବିପରୀତ)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ବ୍ରତ; ବ୍ରତୀ)
[ସମ୍ପାଦନା]- ୧. ବତ୍ର ହୋଇଥିବା (ବାଳକ); ଯାହାର ଉପାନୟନ ସଂସ୍କାର ହୋଇ ସାରି ଅଛି —୧. Having undergone the ceremony of initiation.
- ୨. ଯେଉଁ ବାଛୁରୀ ଧରା ହୋଇଥାଏ —୨. Castrated (cllf).
- ୩. ବତ୍ର ବା ଉପବାସ ପାଳନ— କାରୀ; ବ୍ରତଧାରୀ —୩. Observing a religious vow.