Jump to content

ବର୍ତ୍ମ

ଉଇକିଅଭିଧାନ‌ରୁ

ବର୍ତ୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - (ବୃତ୍ ଧାତୁ+କର୍ତ୍ତୃ. ମନ୍; ବର୍ତ୍ମନ୍; ଶବ୍ଦ)

[ସମ୍ପାଦନା]
୧. ପଥ; ରାସ୍ତା —Treatment; conduct.
୩. ଆଚାର; ରୀତି —୩. Custom; usage; course of conduct.
୪. ରକ୍ଷୁର ପତା; ଚକ୍ଷୁର ପଲକ —୪. Eyelid.

[ ଦ୍ର—'ଆଖିପତା' ଅର୍ଥରେ ବର୍ମ୍ପଶବ୍ଦ ସଙ୍ଗେ ଅନ୍ୟ ଶବ୍ଦମାନ ଯୁକ୍ତ ହୋଇ ଆଖିପତା ସମ୍ୱଦ୍ଧୀୟ ଗୋଟୀକେତେ ରୋଗର ନାମକରଣ ବୈଦ୍ୟକ ଗ୍ରନ୍ଥରେ ହୋଇଅଛି ଯଥା—ବର୍ତ୍ମକର୍ଦ୍ଦମ; ବର୍ତ୍ମବନ୍ଧ, ବର୍ତ୍ମରୋଗ, ବର୍ତ୍ମଶର୍କରା, ବର୍ତ୍ମାର୍ବୁଦ, ବର୍ତ୍ମାବରୋଧ; ଏଗୁଡ଼ିକ ଆଖିପତାର ଭିନ୍ନ ଭିନ୍ନ ରୋଗ ]

୫. ସୀମା —୫. Edge; border; boundary.
୬. ଗାଡ଼ିର ଚକ୍ରର ମାର୍ଗ; ସଗଡ଼ ଗୁଳା (ହିନ୍ଦୀ - ଶ.) —୬. The track of the wheels of a carrige.
୭. ପ୍ରକାର; ପ୍ରଣାଳୀ —୭. Mode; manner (Apte).
୮. ଆଧାର; ଆଶ୍ରୟ (ହିନ୍ଦୀ - ଶ.) —୮. Shelter.