ବର୍ଦ୍ଧ
ଦେଖଣା
ବର୍ଦ୍ଧ
ଉଚ୍ଚାରଣ
[ସମ୍ପାଦନା](ବର୍ଧ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -(ବୃଧ ଧାତୁ= ଛେଦନ କରିବା, ବୃଦ୍ଧି ପାଇବା+ଭାବ ଅ)
[ସମ୍ପାଦନା]- ୧. ଛେଦନ; କର୍ତ୍ତନ —୧. Cutting.
- ୨. ବୃଦ୍ଧି —୨. Increase.
- ୩. ପୂରଣ; ପୂର୍ତ୍ତି —୩. Completion; fulfilment.
- ୪. ସୀସା — ୪. Lead.
- ୫. ବ୍ରାହ୍ମଣଯଷ୍ଟିକା ବା ବ୍ରାହ୍ମଣଝାଟିଆ କ୍ଷୁପ —୫. Clerodendron Siphonanthus. (plant)
- ୬. ସିନ୍ଦୁର —୬. Red lead (Apte).