Jump to content

ବର୍ଦ୍ଧକ

ଉଇକିଅଭିଧାନ‌ରୁ

ବର୍ଦ୍ଧକ

ଉଚ୍ଚାରଣ

[ସମ୍ପାଦନା]

(ବର୍ଧକ—ଅନ୍ୟରୂପ)

(ବର୍ଦ୍ଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବୃଧ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଛେଦକ — ୧. Cutting.
୨. ବୃଦ୍ଧିକାରକ; ଯେ ବୃଦ୍ଧି କରେ — ୨. Increasing.
୩. ପୂରକ —୩. Filling up; fulfilling.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଢ଼େଇ —Carpenter (Apte).