ବର୍ଦ୍ଧନ
ଦେଖଣା
ବର୍ଦ୍ଧନ
ଉଚ୍ଚାରଣ
[ସମ୍ପାଦନା](ବର୍ଧନା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବୃଧ ଧାତୁ କିମ୍ୱା ବୃଦ୍ଧ୍ ଧାତୁ+ଭାବ.ଅନ)
[ସମ୍ପାଦନା]- ୧. ଛେଦନ —୧. Cutting.
- ୨. ବଢ଼ିବା, ବୃଦ୍ଧି —୨. Increasing. growing; augmentation.
- ୩. ଉନ୍ନତି — ୩. Improvement; advancement.
- ୪. (ବୃଧ୍ ଧାତୁ ଣିଜନ୍ତ ବର୍ଦ୍ଧି ଧାତୁ+ଭାବ. ଅନ)—ବଢ଼ାଇବା — ୪. Extending; causing to increase.
- ୫. ପୂରଣ —୫. Filling up; completing.
- ୬. (କର୍ତ୍ତୃ.ଅନ)ଶ୍ରୀବୃଦ୍ଧିକାରକ ବ୍ୟକ୍ତି —୬. Bestower of prosperity (Apte).
- ୭. ବାହାଡ଼ା ଦାନ୍ତ — ୭. A tooth growing over another tooth. (Apte).
- ୮. ଶିବ —୮. Ṡiba (Apte).
(ବର୍ଦ୍ଧନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (+କର୍ତ୍ତୃ. ଅନ)
[ସମ୍ପାଦନା]ବୃଦ୍ଧିକାରୀ — Increasing.