Jump to content

ବର୍ଦ୍ଧମାନକ

ଉଇକିଅଭିଧାନ‌ରୁ

ବର୍ଦ୍ଧମାନକ

ଉଚ୍ଚାରଣ

[ସମ୍ପାଦନା]

(ବର୍ଧମାନକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବର୍ଦ୍ଧମାନ+ସ୍ୱାର୍ଥେ. ତ)

[ସମ୍ପାଦନା]
୧. ସମୃଦ୍ଧିଶାଳୀ — ୧. Prospering.
୨. ବୃଦ୍ଧିଶୀଳ — ୨. Thriving; growing.
(ବର୍ଦ୍ଧମାନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗବଗଛ —୧. Castor seed plant.
୨. ଶରା —୨. A small earthen pan.