Jump to content

ବର୍ଦ୍ଧମାନ ମହାପାତ୍ର

ଉଇକିଅଭିଧାନ‌ରୁ

ବର୍ଦ୍ଧମାନ ମହାପାତ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜଣେ ଉତ୍କୀଳୀୟ ସଂସ୍କୃତ ବ୍ୟାକରଣକାର —An Oriya grammarian of Sanskrit.

[ଦ୍ରଷ୍ଟବ୍ୟ —ଏହାଙ୍କ କୃତ ସଂସ୍କୃତ ବ୍ୟାକରଣର ନାମ ବର୍ଦ୍ଧମାନ ବ୍ୟାକରଣ ଏ ଖ୍ରୀ: ଚତୁର୍ଦ୍ଦଶ ଶତାବ୍ଦିର ବା ଆଜିକୁ ୬ ବର୍ଷ ପୂର୍ବର ଲୋକ ଥିଲେ ଓ ବର୍ଦ୍ଧମାନ କାରିକା ଓ ଦୁର୍ଗୋତ୍ସବ ଚନ୍ଦ୍ରିକା ଗ୍ରନ୍ଥ ପ୍ରଣୟନ କରିଥିଲେ—ଜଗବନ୍ଧୁ ପ୍ରାଚୀନ ଉତ୍କଳ ]