Jump to content

ବର୍ଦ୍ଧିଷ୍ଣୁ

ଉଇକିଅଭିଧାନ‌ରୁ

ବର୍ଦ୍ଧିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

(ବର୍ଧିଷ୍ଣୁ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ବୃଧ୍ ଧାତୁ+ଶୀଳାର୍ଥେ. ଇଷ୍ଣୁ)

[ସମ୍ପାଦନା]

ବଢ଼ିଆଳ; ବର୍ଦ୍ଧନ— ଶୀଳ —Triving; prospering; increasing.