Jump to content

ବର୍ଦ୍ଧୁତ

ଉଇକିଅଭିଧାନ‌ରୁ

ବର୍ଦ୍ଧୁତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବର୍ଧୁତ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବର୍ଦ୍ଧିତ)

[ସମ୍ପାଦନା]

ଐଶ୍ୱର୍ଯ୍ୟ; ବଡ଼ତି — Prosperity; improvement of material condition.

ଗ୍ରାମ୍ୟ - ବିଶେଷଣ -

[ସମ୍ପାଦନା]
୧. ଐଶ୍ୱର୍ଯ୍ୟଶାଳୀ —୧. Prosperous.
୨. ଯାହାର ସମ୍ପତ୍ତି ବୃଦ୍ଧିଲାଭ କରିଅଛି —୨. Whose material condition has improved.