Jump to content

ବର୍ଧ (ଧାତୁ)

ଉଇକିଅଭିଧାନ‌ରୁ

ବର୍ଧ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଛେଦନ କରିବା — ୧. To cut (Apte).
୨. କତୁରିବା —୨. To shear (Apte).
୩. ବିଭାଗ କରିବା —୩. To divide (Apte).
୪: ପୂର୍ଣ୍ଣ କରିବା —୪. To fill up. (Apte)