ବର୍ବରକ
(ବର୍ବ୍ୱର ଚନ୍ଦନ, ବର୍ବ୍ୱରୋତ୍ଥ—ଅନ୍ୟ ନାମ)
ଏକ ପ୍ରକାର ଚନ୍ଦନ — A kind of sandal.
[ଅନ୍ୟ ସଂସ୍କୃତ - ନାମ ଶୀତ, ପିତ୍ତରୀ ବୈଦ୍ୟକ ମତରେ ଏହା କଫ, ବାୟୁ, ପିତ୍ତ. କୁଷ୍ଠ, ଚର୍ମରୋଗ, ବ୍ରଣ ଓ ରକ୍ତଦୋଷ ନାଶକ— ହିନ୍ଦୀ - ଶ.]