Jump to content

ବର୍ବ୍ୱଣା

ଉଇକିଅଭିଧାନ‌ରୁ

ବର୍ବ୍ୱଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବର=ଅନୁକରଣ ଶବ୍ଦ+ ବନ୍ ଧତୁ ଶବ୍ଦ କରିବା +ଅ, ଆ)

[ସମ୍ପାଦନା]

ନୀଳବର୍ଣ୍ଣ ମକ୍ଷକା; ଭଣଭଣିଆ ମାଛି —The blue bottle.

ଯେସନେ ବର୍ବ୍ୱଣା ମାଛି, ସୁଗନ୍ଧ ଦ୍ରବ୍ୟକୁ ଲେଛି, ଦୁର୍ଗନ୍ଧେ ବସଇ କେଶବ —ଗୋପବିନୋଦ