ବର୍ମ
ଦେଖଣା
ବର୍ମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବି—(ବୃ ଧାତୁ= ଆବରଣ କରିବା+ କରଣ. ମନ୍; ତୁଳନା - ଲାଟିନ୍ ଆର୍ମା; ଇଂରାଜୀ - ଆର୍ମିର୍)
[ସମ୍ପାଦନା]- ୧. କବଚ; ସାଞ୍ଜୁ; ତନୁ— ତ୍ରାଣ —୧. Armour.
- ୨. (+କର୍ତ୍ତୃ. ମ)ଘର; ଗୃହ (ହିନ୍ଦୀ - ଶ.) —୨. House.
- ୩. ପର୍ପଟକ (ହିନ୍ଦୀ - ଶ.) ଘର ପୋଡ଼ିଆ (ଦେଖ) - —୩. Gharapoṟḍ̠iā (See)
=== ଦେଶଜ - ବି—
କ୍ଷତ୍ରିୟଙ୍କ ବଂଶୋପାଧି ବିଶେଷ (ଜ୍ଞାନେନ୍ଦ୍ର) — A family title of the Kshatriyas.
ଗ୍ରାମ୍ୟ. ବିଶେଷ୍ୟ - (ସଂସ୍କୃତ - ବ୍ରହ୍ମ)
[ସମ୍ପାଦନା]ବ୍ରହ୍ମ; ଆତ୍ମା —Soul.