ବର୍ଯ
ଦେଖଣା
ବର୍ଯ
ଉଚ୍ଚାରଣ
[ସମ୍ପାଦନା](ବର୍ଯ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବୃ ଧାତୁ=ପ୍ରାର୍ଥନା କରିବା+କର୍ମ. ଯ)
[ସମ୍ପାଦନା]- ୧. ବରଣୀୟ; ପୂଜ୍ୟ —୧. Worshippable; adorable.
- ୨. ଶ୍ରେଷ୍ଠ; ପ୍ରଧାନ —୨. Chief.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ପ୍ରୟୋଗ ସମସ୍ତ ପଦରେ ଅନ୍ୟ ଶବ୍ଦ ପରେ ହୋଇଥାଏ ଯଥା—ବ୍ରାହ୍ମଣ ବର୍ଯ୍ୟ, ବିଦ୍ୱିଦ୍ଦର୍ଯ୍ୟ, ଦ୍ୱିଜବର୍ଯ ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କାମଦେବ; କନ୍ଦର୍ଯ —Cupid-god.