ବର୍ଯା
ଦେଖଣା
ବର୍ଯା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ବୀର୍ଯ୍ୟ+ସ୍ତ୍ରୀ. ଅ)
[ସମ୍ପାଦନା]- ୧. ପତିମ୍ୱରା କନ୍ୟା — ୧. A girl who elects her own husband.
ବର୍ଯ୍ୟାନାରୀପରି ଫଲମାଳ ଧରି କେବଳ କଂଶୁକ ଥାଇ ଯେ ଭଞ୍ଜ. ବୈଦେହୀଶବିଳାଶ
- ୨. କନ୍ୟା —୨. Bride.
- ୩. ହରଡ଼; (ହିନ୍ଦୀ - ଶ) — ୩. A kind of Pulse.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବର୍ଯ୍ୟର ସ୍ତ୍ରୀଲିଙ୍ଗ —Feminine of Barj̄ya.
ପ୍ରାଦେଶିକ - (ଭକ୍ରିଭାଖା)ବି
[ସମ୍ପାଦନା]ଘୁଷୁରି —Hog.