ବର୍ଷ

ଉଇକିଅଭିଧାନ‌ରୁ

ବର୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବୃଷ୍ ଧାତୁ= ବର୍ଷଣ କରିବା+ଭାବ. ଅ)[ସମ୍ପାଦନା]

୧. ବୃଷ୍ଟି — ୧. Rain.
୨. (+ ଅଧିକରଣ. ଅ) ବର୍ଷାଋତୁ; ବର୍ଷାକାଳ — ୨. Rainy season.
୩. (+ କର୍ତ୍ତୃ. ଅ) ମେଘ — ୩. Cloud.
୪. ବତ୍ସର; ବରଷ —୪. Year.
୫. (+ଭାବ. ଅ) ରେତଃପାତ —୫. Discharge of semen.
୬. (+ଅଧି. ଅ) ଦେଶ —Country.
୭. ପୃଥିବୀର ବିଭାଗ —୭. Division of the earth.
୮. ଭାରତବର୍ଷ —୮. Country of India.

[ଦ୍ରଷ୍ଟବ୍ୟ —ପୃଥିବୀର ପୁରାଣୋକ୍ତ ଦେଶ ବା ବିଭାଗମାନଙ୍କ ମଧ୍ୟରୁ ଭାରତ ଗୋଟିଏ ବର୍ଷ ପ୍ରାଚୀନ ହିନ୍ଦୁମାନେ ପୃଥିବୀରେ ନଅଗୋଟି ବର୍ଷ ଥିବାର ଉଲ୍ଲେଖ କରିଅଛନ୍ତି; ଯଥା—ଭାରତ, କୁରୁ, ହିରଣ୍ମୟ, ରୁମଣ୍ୱକ, ଇଳାକୃତ, ହରି, କେତୁମାଳ, ଭଦ୍ରାଶ୍ୱ ଓ କିନ୍ନର ବା କିଂ— ପୁରୁଷ ]