Jump to content

ବର୍ଷକର

ଉଇକିଅଭିଧାନ‌ରୁ

ବର୍ଷକର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବର୍ଷ+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ମେଘ (ହିନ୍ଦୀ - ଶ) — Cloud.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଏକ ବର୍ଷ ବୟସ୍କ —୧. Aged one year.
୨. ଏକ ବର୍ଷ ସମୟରେ ଘଟିବା ବା ହେବା — ୨. Happening during a year.
୩. ଏକ ବର୍ଷ ବ୍ୟାପୀ —୩. Occupying a year.