ବର୍ଷକେତୁ
ଦେଖଣା
ବର୍ଷକେତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବର୍ଷ=ବର୍ଷାକାଳ ଅଟେ କେତୁ= ଚିହ୍ନ ଯାହାର; ଏହା ବର୍ଷା ସମୟରେ ଜନ୍ମିବାରୁ)
[ସମ୍ପାଦନା]ନାଲି ପୁରୁଣୀ ଶାଗ; ରକ୍ତ ପୁନର୍ନବା —୧. A kind of pot herb; Hogweed.
- ୨. [[ (୬ଷ୍ଠୀ ତତ୍) ବର୍ଷ ପର୍ବତ (ଜ୍ଞାନେନ୍ଦ୍ର) (ଦେଖ) - —୨. Barsha parbata (See).