Jump to content

ବର୍ଷଜ

ଉଇକିଅଭିଧାନ‌ରୁ

ବର୍ଷଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଉପପଦ ତତ୍ ପୁରୁଷ; ବର୍ଷ+ଜନ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବୃଷ୍ଟି ଯୋଗୁଁ ଉନ୍ନତ —୧. Produced by rain.
୨. ମେଘଜ —୨. Produced from cloud.
୩. ଜମ୍ୱୁ ଦ୍ୱୀପୋତ୍ପନ୍ନ —୩. Produced in India.