ବର୍ଷପ
ଦେଖଣା
ବର୍ଷପ
ଉଚ୍ଚାରଣ
[ସମ୍ପାଦନା]ବର୍ଷପତି,ବର୍ଷାଧିପ,ବର୍ଷାଧିପତି,ବର୍ଷେଶ,ବର୍ଷାଧୀଶଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ବର୍ଷ+ ପା ଧାତୁ=ରକ୍ଷା କରିବା+ କର୍ତ୍ତୃ. ଅ)
[ସମ୍ପାଦନା]ଫଳିତ ଜ୍ୟୋତିଷ ଅନୁସାରେ କୌଣସି ବରଷର ଅଧିପତି ଗ୍ରହ —(astrology) The planet said to preside over a parti cular year.
[ଦ୍ରଷ୍ଟବ୍ୟ —ବର୍ଷପ ଗ୍ରହ ଅନୁସାରେ ଉକ୍ତ ବର୍ଷର ଶୁଭାଶୁଭ ନିର୍ଣ୍ଣୀତ ହୁଏ ]