ବର୍ଷବୃଦ୍ଧି
ଦେଖଣା
ବର୍ଷବୃଦ୍ଧି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)
[ସମ୍ପାଦନା]- ୧. ବୟୋବୃଦ୍ଧି —୧. Advance in age.
- ୨. ବୃଷ୍ଟିର ଆଧିକ୍ୟ; ବର୍ଷାଧିକ୍ୟ — ୨. Excess of rains.
- ୩. ଜନ୍ମ ତିଥି —୩. Anniversary; birthday.
- ୪. ଜନ୍ମତିଥି କୃତ୍ୟ ଉତ୍ସବ — ୪. Birth-day festival.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
[ସମ୍ପାଦନା]ବିବାହର ପ୍ରଥମ ବାର୍ଷିକ ଉତ୍ସବ ଦିନ କନ୍ୟା ଘରେ ବର କନ୍ୟାଙ୍କ ବଉଳବାଟ ଗ୍ରନ୍ଥି ମୋଚନ (ଉତ୍ସବ) —The cenemony of untying the knot the upper cloths of the married couple made at the time of marriage.
[ଦ୍ରଷ୍ଟବ୍ୟ —ବରର ଅନୁପସ୍ଥିତରେ ଶିଳପୁଆକୁ ବରର ପ୍ରତିନିଧିରୂପେ ସ୍ଥାପନ କରି କାର୍ଯ୍ୟ ଚଳେ ]