Jump to content

ବର୍ଷିକ

ଉଇକିଅଭିଧାନ‌ରୁ

ବର୍ଷିକ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - (ବର୍ଷ+ସମ୍ୱନ୍ଧାର୍ଥେଇକ)

୧. ବର୍ଷ ସମ୍ୱନ୍ଧୀୟ; ବାର୍ଷିକ — ୧. Annual; yearly.
୨. (ବର୍ଷା+ଇକ) ବର୍ଷା ସମ୍ୱନ୍ଧୀୟ —୨. Rainy; pertaining to the rains.
୩. ଯାହା ବର୍ଷା କରେ —୩. Raining.
୪. ଯାହା ବର୍ଷାଋତୁରେ ଜନ୍ମେ — ୪. Growing during the rainy season.