Jump to content

ବର୍ଷିବା

ଉଇକିଅଭିଧାନ‌ରୁ

ବର୍ଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବୃଷ୍ଧାତୁ)

[ସମ୍ପାଦନା]
୧. ବରଷିବା; ବୃଷ୍ଟି କରିବା — ୧. To rain.
୨. ବୃଷ୍ଟି ଧାରାପରି ଅଜାଡ଼ିବା ବା ଢାଳିବା —୨. To pour like shower.

କୃଷ୍ଣା କୃଷ୍ଣକେଶେ ରକ୍ତ ବର୍ଷଇ ପ୍ରଚୁର ବିଦାରିଲା ବୃକୋଦର ତୁଃଶାସନ ଉର ରାଧାନାଥ. ବେଣୀସଂହାର