Jump to content

ବର୍ଷିଷ୍ଠ

ଉଇକିଅଭିଧାନ‌ରୁ

ବର୍ଷିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ବଷଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବୃଦ୍ଧ+ଅତିଶୟାର୍ଥେ ଇଷ୍ଠ)

[ସମ୍ପାଦନା]
୧. ଅତି ବୃଦ୍ଧ —୧. Very old.
୨. ସମସ୍ତଙ୍କ ମଧ୍ୟରେ ବୃଦ୍ଧ; ବୃଦ୍ଧତମ —୨. Oldest; eldest.