Jump to content

ବର୍ଷୋପଳ

ଉଇକିଅଭିଧାନ‌ରୁ

ବର୍ଷୋପଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବର୍ଷା = ବୃଷ୍ଟି+ଉପଳ=ପ୍ରସ୍ତର)

[ସମ୍ପାଦନା]

କରକା; କୁଆପଥର —Hail stone.

ବର୍ଷୋପଳ ପାତ ଦାତା ରଜତ ପ୍ରଦାନ ଭଞ୍ଜ. ବୈଦେହୀଶବିଳାସ