Jump to content

ବର୍ଷ ପର୍ବତ

ଉଇକିଅଭିଧାନ‌ରୁ

ବର୍ଷ ପର୍ବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବର୍ଷ= ଜମ୍ୱୁଦ୍ୱୀପାଦିରେ ଅବସ୍ଥିତ ପର୍ବତ)

[ସମ୍ପାଦନା]

ହିନ୍ଦୁ ପୁରାଣ ମତରେ ପୃଥିବୀର ଭିନ୍ନ ଭିନ୍ନ ବର୍ଷ ବା ଦେଶରେ ଥିବା ହେମକୁଟାଦି ଭିନ୍ନ ଭିନ୍ନ ପର୍ବତ — The ranges of hills said to be in the various division of the world known to the ancient Hindus.

[ଦ୍ରଷ୍ଟବ୍ୟ —ଏମାନଙ୍କର ନାମ; ଯଥା—ହିମବାନ୍, ହେମକୂଟ, ନିଷିଧ, ମେରୁ, ଚୈତ୍ର, ବର୍ଣ୍ଣୀ ଓ ଶୃଙ୍ଗୀ ]