ବର୍ହ
ଦେଖଣା
ବର୍ହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃହ୍ ଧାତୁ=ବୃଦ୍ଧି ପାଇବା, ଦୀପ୍ତ ପାଇବା ଭାବ+ଅ)
[ସମ୍ପାଦନା]- ୧. ବୃଦ୍ଧି ପାଇବା —୧. Increasing.
- ୨. ଦୀପ୍ତି — ୨. Shining; glamour.
- ୩. (+କର୍ତ୍ତୃ. ଅ)— ମୟୂର ପୁଚ୍ଛ —୨. The tail of peacock.
- ୪. ଗ୍ରନ୍ଥି— ପର୍ଣ୍ଣବୃକ୍ଷ —୪. A kind of plant.
- ୫. ବୃକ୍ଷର ପତ୍ର — ୫. Leaf of a tree.
- ୬. ସହଚର —୬. Companion; comrade.